Posts

Showing posts from September, 2020

ଅଣୁ ଓ ପରମାଣୁ

ଅଣୁ ଓ ପରମାଣୁ 1. ପଲିଆଟମିକ୍ ଆୟନ କାହାକୁ କୁହାଯାଏ ? (i) ଏକାଧିକ ପରମାଣୁ ଏକତ୍ର ହୋଇ ଚାର୍ଜ ବହନ କରୁ ଥିଲେ ସେଗୁଡ଼ିକୁ ପଲିଆଟମିକ୍ ଆୟନ କୁହାଯାଏ । (i) ପଲିଆଟମିକ୍ ଆୟନରେ ଥିବା ସମସ୍ତ ପରମାଣୁ ଏକତ୍ର ହୋଇ ଗୋଟିଏ ଚାର୍ଜବହନ କରନ୍ତି । (iii) ଉଦାହରଣ : 2. ସ୍ଥିରାନୁପାତ ନିୟମ କ’ଣ ଉଦାହରଣ ସହ ବୁଝାଅ ।  (i) ଏକ ରାସାୟନିକ ଯୌଗିକରେ ମୌଳିକ ଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ବ ଅନୁପାତରେ ରହିଥାଏ । ତାହାକୁ ସ୍ଥିରାନୁପାତ ନିୟମ କୁହାଯାଏ । (ii) ଜଳରେ ସର୍ବଦା ଉଦଜାନ ଓ ଅମ୍ଳଜାନ 1:8 ବସ୍ତୁତ୍ଵ ଅନୁପାତରେ ସଂଯୁକ୍ତ ହୋଇଥାଏ ।