ଅଣୁ ଓ ପରମାଣୁ

ଅଣୁ ଓ ପରମାଣୁ

1. ପଲିଆଟମିକ୍ ଆୟନ କାହାକୁ କୁହାଯାଏ ?
(i) ଏକାଧିକ ପରମାଣୁ ଏକତ୍ର ହୋଇ ଚାର୍ଜ ବହନ କରୁ ଥିଲେ ସେଗୁଡ଼ିକୁ ପଲିଆଟମିକ୍ ଆୟନ କୁହାଯାଏ ।
(i) ପଲିଆଟମିକ୍ ଆୟନରେ ଥିବା ସମସ୍ତ ପରମାଣୁ ଏକତ୍ର ହୋଇ ଗୋଟିଏ ଚାର୍ଜବହନ କରନ୍ତି ।
(iii) ଉଦାହରଣ :
2. ସ୍ଥିରାନୁପାତ ନିୟମ କ’ଣ ଉଦାହରଣ ସହ ବୁଝାଅ । 
(i) ଏକ ରାସାୟନିକ ଯୌଗିକରେ ମୌଳିକ ଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ବ ଅନୁପାତରେ ରହିଥାଏ । ତାହାକୁ ସ୍ଥିରାନୁପାତ ନିୟମ କୁହାଯାଏ ।
(ii) ଜଳରେ ସର୍ବଦା ଉଦଜାନ ଓ ଅମ୍ଳଜାନ 1:8 ବସ୍ତୁତ୍ଵ ଅନୁପାତରେ ସଂଯୁକ୍ତ ହୋଇଥାଏ ।

Comments

Popular posts from this blog

ଆମ ଚତୁଃପାର୍ଶ୍ୱରେ ଥିବା ପଦାର୍ଥ

ପୋଷଣ